~*~ RAJU MOHANTA ~*~
I always keep myself ~~BUSY~~ _nothing special~ always confused boy ! like to spend time out of home(anywhere) either friends or at Institute really listen to ppl around and do lie a lot~ don't know how to love....
Raju the real virus Boy
Friday, December 19, 2025
Friday, July 17, 2020
ଅଜଣା ବାଟେ , ଅଜଣା ହାଟେ , ଝିଅ ଟିଏ ଦେଖିଲି …
ଅଜଣା ବାଟେ ,
ଅଜଣା ହାଟେ ,
ଝିଅ ଟିଏ ଦେଖିଲି …
ପହିଲି ଦେଖା ,
ମୁରୁକି ହସ ,
ମନ ଗଲା ଚହଲି …
(ସେଇ ଅଚିହ୍ନା ଝିଅ ଟିକୁ ,
ସତେ ଲାଗିଲା ଦେଖୁ ଦେଖୁ )x2
ମୋରି ପାଇଁ ସେ ଜେ ଦୁନିଆ କୁ ଆସିଛି ବୋଲି ,
ଅଜଣା ବାଟେ
ଅଜଣା ହାଟେ,
ଝିଅ ଟିଏ ଦେଖିଲି …
(ଆଖି ଦେଲା ତାର ,ମିଠା ଇଶାରା
ଇଶାରା ରେ ଥିଲା କଥା ଅସରା )x2
କିଛି ବୁଝି ହେଲା , କିଛି ହେଲାଣି ..
ଅଧା ରହି ଗଲା ପ୍ରେମ କାହାଣୀ …
(ପ୍ରୀତି ଭରା ସେ ଚାହାଣି ରେ , ସେଇ ଅକୁହା କାହାଣୀ ରେ ,)x2
ସବୁ କହି ସେ ତ କହିଲାନି ନା ଟି ଖାଲି …
ଅଜଣା ବାଟେ
ଅଜଣା ହାଟେ,
ଝିଅ ଟିଏ ଦେଖିଲି …
hmm hmm hmm…ho oo oo…
(ଚାଲି ଗଲା ସିଏ ବାଟେ ନିଜର ,
ରହି ଗଲି ବାଟ ଚାହିଁ ତାହାର )x2
ଖୋଜି ବୁଲେ ତାକୁ ସାରା ସହର ,
ମିଳୁ ନାହିଁ ତାର କିଛି ଖବର …
(ସିଏ ତାର ନ ହୀରା ଟିଏ ,
ସିଏ ଝିଅ ନ ପରି ଟିଏ )x2
ଦେଖା ହେଲେ ତାକୁ ପଚାରିବି ,
ନାଟି ଖାଲି …
ଅଜଣା ବାଟେ
ଅଜଣା ହାଟେ,
ଝିଅ ଟିଏ ଦେଖିଲି …
ପହିଲି ଦେଖା ,
ମୁରୁକି ହସ ,
ମନ ଗଲା ଚହଲି …
(ସେଇ ଅଚିହ୍ନା ଝିଅ ଟିକୁ ,
ସତେ ଲାଗିଲା ଦେଖୁ ଦେଖୁ )x2
ମୋରି ପାଇଁ ସେ ଜେ ଦୁନିଆ କୁ ଆସିଛି ବୋଲି ,
ପହିଲି ଦେଖା ,
ମୁରୁକି ହସ ,
ମନ ଗଲା ଚହଲି …
~*~ ରାଜୁ ମହାନ୍ତ ~*~
Tuesday, June 16, 2020
Thursday, July 3, 2014
love
Love Is
Love is the greatest feeling,
Love is like a play,
Love is what I feel for you,
Each and every day,
Love is like a smile,
Love is like a song,
Love is a great emotion,
That keeps us going strong,
I love you with my heart,
My body and my soul,
I love the way I keep loving,
Like a love I can't control,
So remember when your eyes meet mine,
I love you with all my heart,
And I have poured my entire soul into you,
Right from the very start.
https://www.facebook.com/awara.raju
miss u
Wednesday, January 2, 2013
your friendship
Subscribe to:
Comments (Atom)
Raju Mohanta Click me to display Date and Time. youtube Facebook Instagram
-
Wafa Ke Wade Woh Sare Bhula Gaya Chup ChapWoh Mere Dil Ki Deewarein Hila Gaya Chup Chap Ghum-E-Hayat Ke Tapte Hue Biyabaan MeinWoh Tanha Chh...
-
SWAPNA DEKHANI BHANGI JIBA SWAPNA BALI GHARA!!! AASHA KARANI AASHA SABU SAJADA TAASH GHARA GOTIE RE HATA MARIDELE OLATI PADIBA SAMRAJYA TUMA...
-
mera janaja or unki baaraat takra gaye, hame dekhne wale chakara gaye, upar se awaj ayi kesi vidai he maheboob ki doli dekhne yaar ki arthi ...









