Raju the real real virus boy

hmm Raju Mohanta i always confused boy !!!

Friday, July 17, 2020

ଅଜଣା ବାଟେ , ଅଜଣା ହାଟେ , ଝିଅ ଟିଏ ଦେଖିଲି …




ଅଜଣା  ବାଟେ ,
ଅଜଣା  ହାଟେ ,
ଝିଅ  ଟିଏ  ଦେଖିଲି …

ପହିଲି  ଦେଖା ,
ମୁରୁକି  ହସ ,
ମନ  ଗଲା ଚହଲି …

(ସେଇ ଅଚିହ୍ନା ଝିଅ ଟିକୁ ,
ସତେ  ଲାଗିଲା  ଦେଖୁ  ଦେଖୁ )x2
ମୋରି  ପାଇଁ  ସେ  ଜେ  ଦୁନିଆ  କୁ  ଆସିଛି  ବୋଲି ,

ଅଜଣା  ବାଟେ
ଅଜଣା  ହାଟେ,
ଝିଅ  ଟିଏ  ଦେଖିଲି …

(ଆଖି  ଦେଲା  ତାର ,ମିଠା  ଇଶାରା
ଇଶାରା  ରେ  ଥିଲା  କଥା  ଅସରା )x2

କିଛି  ବୁଝି  ହେଲା , କିଛି  ହେଲାଣି ..
ଅଧା  ରହି  ଗଲା  ପ୍ରେମ  କାହାଣୀ …

(ପ୍ରୀତି  ଭରା  ସେ  ଚାହାଣି  ରେ , ସେଇ  ଅକୁହା  କାହାଣୀ  ରେ ,)x2
ସବୁ  କହି  ସେ  ତ କହିଲାନି  ନା  ଟି  ଖାଲି …

ଅଜଣା  ବାଟେ
ଅଜଣା  ହାଟେ,
ଝିଅ  ଟିଏ  ଦେଖିଲି …

hmm hmm hmm…ho oo oo…

(ଚାଲି  ଗଲା  ସିଏ  ବାଟେ  ନିଜର ,
ରହି  ଗଲି  ବାଟ  ଚାହିଁ  ତାହାର )x2

ଖୋଜି  ବୁଲେ  ତାକୁ  ସାରା  ସହର ,
ମିଳୁ  ନାହିଁ  ତାର  କିଛି  ଖବର …

(ସିଏ  ତାର  ନ  ହୀରା  ଟିଏ ,
ସିଏ  ଝିଅ  ନ  ପରି  ଟିଏ )x2

ଦେଖା  ହେଲେ  ତାକୁ  ପଚାରିବି ,
ନାଟି    ଖାଲି …

ଅଜଣା  ବାଟେ
ଅଜଣା  ହାଟେ,
ଝିଅ  ଟିଏ  ଦେଖିଲି …

ପହିଲି  ଦେଖା ,
ମୁରୁକି  ହସ ,
ମନ  ଗଲା ଚହଲି …

(ସେଇ ଅଚିହ୍ନା ଝିଅ ଟିକୁ ,
ସତେ  ଲାଗିଲା  ଦେଖୁ  ଦେଖୁ )x2
ମୋରି  ପାଇଁ  ସେ  ଜେ  ଦୁନିଆ  କୁ  ଆସିଛି  ବୋଲି ,

ପହିଲି  ଦେଖା ,
ମୁରୁକି  ହସ ,
ମନ  ଗଲା ଚହଲି …

~*~ ରାଜୁ ମହାନ୍ତ  ~*~

ଅଜଣା ବାଟେ , ଅଜଣା ହାଟେ , ଝିଅ ଟିଏ ଦେଖିଲି …

ଅଜଣା  ବାଟେ , ଅଜଣା  ହାଟେ , ଝିଅ  ଟିଏ  ଦେଖିଲି … ପହିଲି  ଦେଖା , ମୁରୁକି  ହସ , ମନ  ଗଲା ଚହଲି … (ସେଇ ଅଚିହ୍ନା ଝିଅ ଟିକୁ , ସତେ  ଲାଗିଲା  ଦେଖୁ  ଦେଖୁ ...