Raju the real virus Boy

hmm Raju Mohanta i always confused boy !!!

Saturday, August 25, 2012

ପ୍ରେମ ର ସଳିତା

ତ ଛାତି ଭିତରେ ହୃଦୟ ଟେ ଅଛି

ଭାବିବା ଭୁଲ ଟା ମୋର..

ନିଜ ଠୁ ନିଜର ଭାବିଲି ତତେ ମୁଁ

ତ ପାଇଁ ମୁଁ ସାତ ପର..

କେଡେ ଭୁଲ କଲି କାହିଁକି ବା କଲି

ଭାବିବାକୁ ଡର ଲାଗେ

ପ୍ରେମ ର ସଳିତା ଲିଭି ଆସୁ ଆସୁ

ଆଶା ର ଫୁଆରା ଜାଗେ. ଦିୱାନା ଦସ୍ତ ରାଜୁ ମହାନ୍ତ .


No comments:

  Raju Mohanta Click me to display Date and Time. youtube Facebook Instagram